ଚାଟ୍ ଓ ଭିଡିଓ କଲ୍ ସହ ଆଜିଠାରୁ ହ୍ବାଟସଆପରେ ପଠାଇପାରିବେ ଟଙ୍କା

ନୂଆଦିଲ୍ଲୀ: ଭାରତ ସମେତ ଅନେକ ଦେଶରେ ହ୍ବାଟସଆପ ଆପ୍ ର ଲୋକପ୍ରିୟତା ରହିଛି। ଏହାର ଫିଚର ଅନ୍ୟ ଆପଠାରୁ ଟିକେ ଅଲଗା ରହିଥିବା ବେଳେ ଲୋକେ ଏହି ଆପ ଜରିଆରେ ଚାଟ୍ କରିବା ସହ ଭିଡିଓ କଲ ମଧ୍ୟ କରିଥାନ୍ତି। କିନ୍ତୁ ଆଜିଠାରୁ ଆପଣ ଚାଟ୍ ଓ ଭିଡିଓ କଲ ସହ ହ୍ବାଟସଆପରେ ଟଙ୍କା ପଠାଇପାରିବେ। ଏ ନେଇ ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନପିସିଆଇ) ଗୁରୁବାର ହ୍ବାଟସଆପକୁ … Continue reading ଚାଟ୍ ଓ ଭିଡିଓ କଲ୍ ସହ ଆଜିଠାରୁ ହ୍ବାଟସଆପରେ ପଠାଇପାରିବେ ଟଙ୍କା